ଶିକ୍ଷା

ଏଣିକି ଘରେ ବସି ସେମିଷ୍ଟର ପାଇଁ ପ୍ରସ୍ତୁତ ହୋଇପାରିବେ ଛାତ୍ରଛାତ୍ରୀ

ଏଣିକି ଘରେ ବସି ସେମିଷ୍ଟର ପାଇଁ ପ୍ରସ୍ତୁତ ହୋଇପାରିବେ ଛାତ୍ରଛାତ୍ରୀ । କେବଳ ଏହି ଲିଙ୍କରେ ଗୋଟେ କ୍ଲିକ କଲେ ୪ଟି ସେମିଷ୍ଟାରର କୋର୍ସ ପଢି ହେବ ।

ଫିଜିକ୍ସ, କେମେଷ୍ଟ୍ରି, ବୋଟନି, ଜୁଲୋଜି, ପଲିଟିକାଲ ସାଇନ୍ସ, ଓଡ଼ିଆ, ଇତିହାସ, ଇଂରାଜୀ, ସାଇକୋଲୋଜି, ବାଣିଜ୍ୟ ଓ ଇକୋନୋମିକ୍ସ ପରି ୧୧ ଟି କଲେଜ ଓ ବିଶ୍ଵବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମ ଏହି ପୋର୍ଟାଲରେ ଅପଲୋଡ଼ କରାଯାଇଛି ।ଏହି ୱେବସାଇଟ ହେଉଛି https://vtputkal.odisha.gov.in ।

Related Articles

Back to top button
WP Twitter Auto Publish Powered By : XYZScripts.com