ସ୍ୱାସ୍ଥ୍ୟ

୧୦.୭ କେଜିର ଏକ ବଡ଼ ଟ୍ୟୁମର

ମୟୂରଭଞ୍ଜ ଜିଲ୍ଲା ଉଦର ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟା ମହିଳାଙ୍କ ପେଟରୁ ଡାକ୍ତର ଅସ୍ତ୍ରୋପଚାର କରି ୧୦.୭ କେଜିର ଏକ ବଡ଼ ଟ୍ୟୁମର ବାହାର କରିଛନ୍ତି । ଉଦଳା ସରକାରୀ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ କରି ମେଡିସିନ ଖାଇଥିଲେ ।

ତେବେ ମହିଳାଙ୍କ ପେଟରେ ଓଭାରିଆନ୍ ସିଷ୍ଟ ବା ଟ୍ୟୁମର ବଢ଼ୁଥିବା ଡାକ୍ତର ଜାଣିପାରିଥିଲେ । ତେବେ ମହିଳାଙ୍କୁ ଏହି ଚିକିତ୍ସା ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିନାହିଁ । ରାଜ୍ୟ ସରକାରଙ୍କର ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ମହିଳାଙ୍କ ପାଇଁ ସଞ୍ଜିବନୀ ସାଜିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com