ଅନ୍ୟାନ୍ୟ

ଅଫିସ ଓ ମଦ ବ୍ୟବସାୟୀଙ୍କ ବାସଭବନରେ ଚଢ଼ାଉ

ବଲାଙ୍ଗୀର ଜିଲାର ମଦଭାଟି, ଅଫିସ ଓ ମଦ ବ୍ୟବସାୟୀଙ୍କ ବାସଭବନରେ ଚଢ଼ାଉ କରି ଆୟକର ବିଭାଗ ଜବତ କରିଥିବା କୋଟି କୋଟି ଟଙ୍କାର ଶେଷରେ ହିସାବ ମିଳିଛି। କେବଳ ବଲାଙ୍ଗୀର ଏସ୍‌ବିଆଇ ମୁଖ୍ୟ ଶାଖାରେ ଚାଲିଥିବା ଗଣତି ୩୦୫ କୋଟି ଟଙ୍କା ବୋଲି ଜଣାପଡିଛି।

ହେଲେ ସୋମବାର ସୁଦପଡ଼ା ମଦଭାଟି ଓ କ୍ଲବପଡ଼ା ଅଫିସରେ ଆୟକର ବିଭାଗର ଚଢାଉ ଜାରି ରହିଛି l ଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଆୟକର ବିଭାଗ ଅଧିକ ତଥ୍ୟ ଯୋଗାଡ଼ ପାଇଁ ପଚରାଉଚରା କରୁଛନ୍ତି l

Related Articles

Back to top button
WP Twitter Auto Publish Powered By : XYZScripts.com