Featuredଓଡ଼ିଶା

ଶ୍ରୀମନ୍ଦିରରେ ଥିବା ଆନନ୍ଦ ବଜାରର ଦୋକାନ ଉପରୁ ଜରିପାଲ ହଟାଯିବ

ଶ୍ରୀମନ୍ଦିରରେ ଥିବା ଆନନ୍ଦ ବଜାରର ଦୋକାନ ଉପରୁ ଜରିପାଲ ହଟାଯିବ । ଶ୍ରୀମନ୍ଦିର ପ୍ରଶାସନ ସବ୍ କମିଟି ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।

ଦୋକାନ ଲାଗି ସିନ୍ଥେଟିକ୍ ଫେବ୍ରିକ୍ସରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଅନ୍ୟପଟେ ଶ୍ରୀମନ୍ଦିର ଦ୍ୱାର ଡିସେମ୍ବର ୧୬ ରୁ ରାତି ୨ଟାରୁ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ସବ୍ କମିଟି ବୈଠକରେ ପହିଲିଭୋଗ ନୀତି ନେଇ ଆଲୋଚନା ହୋଇଛି । ଡିସେମ୍ବର ୧୬ରୁ ଜାନୁୟାରୀ ୧୪ ପର୍ଯ୍ୟନ୍ତ ରାତି ୨ଟାରେ ଦ୍ୱାର ଖୋଲିବ ।

Related Articles

Back to top button
WP Twitter Auto Publish Powered By : XYZScripts.com