ଅନ୍ୟାନ୍ୟ

ଏୟାର ଇଣ୍ଡିଆର କ୍ରୁ’ ମେମ୍ବରଙ୍କ ପାଇଁ ପ୍ରସ୍ତୁତ ହୋଇଛି ନୂତନ ଡ୍ରେସ କୋଡ଼

ଭାରତର ବହୁ ପ୍ରସିଦ୍ଧ ବିମାନ ସେବା ଏୟାର ଇଣ୍ଡିଆର କ୍ରୁ’ ମେମ୍ବରଙ୍କ ପାଇଁ ପ୍ରସ୍ତୁତ ହୋଇଛି ନୂତନ ଡ୍ରେସ କୋଡ଼ । ତେବେ ସେମାନଙ୍କ ୟୁନିଫର୍ମରେ ଗ୍ଲାମରର ସ୍ପର୍ଶ ଦେଇଛନ୍ତି ଜଣାଶୁଣା ଡ୍ରେସ ଡିଜାଇନର ମନୀଷ ମଲହୋତ୍ରା।

ବାସ୍ତବରେ ସେ ଏୟାର ଇଣ୍ଡିଆର ପାଇଲଟ କ୍ରୁ’ଙ୍କର ଡ୍ରେସକୋଡ଼ ଡିଜାଇନ କରିଛନ୍ତି। ଏୟାର ଇଣ୍ଡିଆ ଏହାର ପାଇଲଟ ଏବଂ କ୍ରୁ ମେମ୍ବରଙ୍କ ପାଇଁ ଏହି ଡ୍ରେସକୋଡ଼ କାର୍ୟ୍ୟକାରୀ କରିଛି। ତେବେ ଏୟାର ଇଣ୍ଡିଆର ନିଜର ପ୍ରଥମ ଏୟାରବସ୍ ଇ୩୫୦ର ସେବା ଆରମ୍ଭ କରିବାକୁ ଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com