ଅନ୍ୟାନ୍ୟ

ରାଜପଥକୁ ବାଇପାସ କରି ଏକ ନକଲି ଟୁଲ ପ୍ଲାଜା ସ୍ଥାପିତ

ଗୁଜରାଟ ବାମନବୋର-କଚ୍ଛ ଜାତୀୟ ରାଜପଥ ଉପରେ କିଛି ଲୋକ ନିଜ ଜମି ଉପରେ ରାଜପଥକୁ ବାଇପାସ କରି ଏକ ନକଲି ଟୁଲ ପ୍ଲାଜା ସ୍ଥାପିତ କରିଥିଲେ । ଦେଢ ବର୍ଷରୁ ଅଧିକ ସମୟ ଧରି ସେମାନେ ସରକାରୀ ଅଧିକାରୀଙ୍କୁ ଧୋକ୍କା ଦେଇ ୭୫ କୋଟିରୁ ଅଧିକ ଟଙ୍କା ଲୁଟ୍ କରିଛନ୍ତି ।

ଅଭିଯୋଗ ହେବା ପରେ ପୋଲିସ ହ୍ୱାଇଟ୍ ହାଉସ ସିରାମିକ କମ୍ପାନୀର ମାଲିକ ଅମର୍ଷି ପଟେଲ, ବନରାଜସିଂହ ଝାଲା, ହରବିଜୟସିଂହ ଝାଲା, ଯୁବରାଜସିଂହ ଝାଲା ଓ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com