ଜାତୀୟ

ବାପି ଲାହିରିଙ୍କ ଅନ୍ତମ ଯାତ୍ରାରେ ଭୋ..ଭୋ.. ହୋଇ କାନ୍ଦିଲେ ଝିଅ ରିମା, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ() ଡିସ୍କୋ କିଙ୍ଗ ବାପି ଲାହିରି ସବୁଦିନ ପାଇଁ ବିଦାୟ ନେଇଛନ୍ତି । ବାପି ଲାହିରି ୬୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ, ଯେଉଁଥିପାଇଁ ତାଙ୍କୁ ଦୀର୍ଘ ଦିନ ଧରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ସେହିଦିନ ତାଙ୍କ ଝିଅ ଶେଷ ଥର ପାଇଁ ତାଙ୍କ ସହ କଥା ହୋଇଥିଲେ। ବାପାଙ୍କ ମୃତ୍ୟୁ ପରେ ରିମା ପୁରାପୁରି ଭାଙ୍ଗି ପଡିଛନ୍ତି। କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇଯାଇଛି । ରିମାଙ୍କର ଏହି ଭିଡିଓ ଏବେ ସାମ୍ନାକୁ ଆସିଛି ।

 

View this post on Instagram

 

A post shared by Bollywood (@bollywood.mobi)

ବାପି ଲାହିରିଙ୍କ ଶେଷ ରୀତିନୀତି ତଥା ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା । ତାଙ୍କର ଶେଷ ଯାତ୍ରା ଆରମ୍ଭ ବେଳେ ତାଙ୍କୁ ଫୁଲରେ ସଜାଯାଇଥିବା ଏକ ଖୋଲା ଟ୍ରକରେ ନେଇ ନିଆ୍ଯାଇଥିଲା । ଯାହା ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ସେଥିରେ ଝିଅକୁ ଦେଖିଲେ ଜଣା ପଡୁଛି ବାପାଙ୍କ ମୃତ୍ୟୁ ତାଙ୍କୁ ଶକ୍ତ ଝଟକା ଦେଇଛି । ବାପି ଲାହିରିଙ୍କ ମୃତଦେହକୁ ନିଆଯିବାବେଳେ ଦେଖି ତାଙ୍କ ଝିଅ କାନ୍ଦି ଉଠୁଛନ୍ତି । ସେ ଚାଲିକି ଆସୁଥିବା ବେଲେ ଖୁବ୍‌ ଜୋରରେ କାନ୍ଦୁଥିବାର ନଜର ଆସିଛନ୍ତି । ଏହି ସମୟରେ ତାଙ୍କୁ କିଛି ଜଣା ସମ୍ଭାଳି ନେଉଛନ୍ତି ।

ମୁମ୍ବାର ୱିଲ୍‌ ପାର୍ଲ ଠାରେ ଅବସ୍ଥିତ ପୱନ ହଂସ ଶ୍ମଶାନ ଘାଟରେ ହେବ। ତାଙ୍କ ପାର୍ଥିବ ଶରୀରକୁ ଫୁଲରେ ସଜାଯାଇଥିବା ଏକ ଟ୍ରକରେ ଘରୁ ଶ୍ମଶାନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com