ଅନ୍ୟାନ୍ୟ

୨୦୨୪ ଜୁନ୍‌ ୩୦ ସୁଦ୍ଧା ଭେହିକିଲ ଲୋକେଶନ ଟ୍ରାକିଂ ଡିଭାଇସ ଲଗାଇବାକୁ ବାଧ୍ୟ କରାଯାଇଛି

ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ପଞ୍ଜୀକୃତ ହୋଇଥିବା ଯାନଗୁଡ଼ିକୁ ୨୦୨୪ ଜୁନ୍‌ ୩୦ ସୁଦ୍ଧା ଭେହିକିଲ ଲୋକେଶନ ଟ୍ରାକିଂ ଡିଭାଇସ ଲଗାଇବାକୁ ବାଧ୍ୟ କରାଯାଇଛି।

ନ ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯଦି ଜୁନ୍‌ ୩୦ ସୁଦ୍ଧା ପୁରୁଣା ଗାଡ଼ିରେ ଏଆଇଏସ୍‌ ୧୪୦ ଷ୍ଟାଣ୍ଡାର୍ଡର ଭିଏଲ୍‌ଡିସି ଲାଗି ନ ଥିଲେ ସେହି ଗାଡ଼ିଗୁଡିକର ଫିଟ୍‌ନେସ୍‌ ସାର୍ଟିଫିକେଟ, ଗାଡ଼ିର ମାଲିକାନା ପରିବର୍ତ୍ତନ ପରମିଟ୍‌ ଜୁଲାଇ ୧ରୁ ଆଉ ହେବ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com