ରାଜନୀତି

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ସାଂଗଠନିକ ପ୍ରସ୍ତୁତି

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ସାଂଗଠନିକ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଜି ମଙ୍ଗଳବାର କୋଲକାତାରେ ପହଞ୍ଚିଛନ୍ତି।

ଏଥିସହ ଉଭୟ ନେତା ଅମିତ ଶାହା ଏବଂ ଜେପି ନଡ୍ଡା ପଶ୍ଚିମବଙ୍ଗ ବିଜେପି କର୍ମୀଙ୍କ ସହ ଏକାଧିକ ସାଂଗଠନିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com