ଜାତୀୟ

ଉତ୍ତରପ୍ରଦେଶର ଅଯୋଧ୍ୟାରୁ ବିହାରର ଦରଭଙ୍ଗା ମଧ୍ୟରେ ଯାତ୍ରା

ଉତ୍ତରପ୍ରଦେଶର ଅଯୋଧ୍ୟାରୁ ବିହାରର ଦରଭଙ୍ଗା ମଧ୍ୟରେ ଯାତ୍ରା କରିବାକୁ ଥିବା ନୂଆ ଅମୃତ ଭାରତ ଏକ୍ସପ୍ରେସ୍‌କୁ ଚଳିତ ମାସ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିବେ।

ଏହା ହେଉଛି ଏକ ନୂଆ ପ୍ରକାର ଟ୍ରେନ୍ ଯାହାକୁ ସାଧାରଣ ଜନତା ବିଶେଷ କରି ପ୍ରବାସୀ ଶ୍ରମିକମାନଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏହି ଟ୍ରେନ୍ ଘଣ୍ଟା ପିଛା ୧୩୦ କିମି ବେଗରେ ଯାତ୍ରା କରିବ।

Related Articles

Back to top button
WP Twitter Auto Publish Powered By : XYZScripts.com