କ୍ରୀଡ଼ା

ଅନ୍ତର୍ଜାତୀୟ କ୍ରିକେଟରେ ଛକା ମାରିବାର ରେକର୍ଡ କଥା ଉଠିଲେ ରୋହିତ ଶର୍ମାଙ୍କ ନାଁ ଆଗକୁ ଆସେ

ଅନ୍ତର୍ଜାତୀୟ କ୍ରିକେଟରେ ଛକା କିମ୍ବା ଛକା ମାରିବାର ରେକର୍ଡ କଥା ଉଠିଲେ ପ୍ରଥମେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନାଁ ଆଗକୁ ଆସେ। ରୋହିତ ଶର୍ମା ସେହି ଖେଳାଳିଙ୍କ ମଧ୍ୟରୁ ଜଣେ ଯିଏ ଅନ୍ତର୍ଜାତୀୟ କ୍ରିକେଟରେ ଛକା ମାରିବା କ୍ଷେତ୍ରରେ ନାଁ କରିଛନ୍ତି।

ୟୁଏଇର ମହମ୍ମଦ ୱାସିମ ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଛନ୍ତି। ୱାସିମ୍ ପ୍ରଥମ ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ବର୍ଷରେ ୧୦୦ କିମ୍ବା ତା’ଠାରୁ ଅଧିକ ଛକା ମାରିଛନ୍ତି।

Related Articles

Back to top button