ଜାତୀୟ
ଭାରତୀୟ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟ୍କୁ ନେଇ ଏକ ବଡ଼ ଅପଡେଟ୍ ଦେଇଛି
ଭାରତୀୟ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟ୍କୁ ନେଇ ଏକ ବଡ଼ ଅପଡେଟ୍ ଦେଇଛି। ୮ ମାସ ପୂର୍ବରୁ ୨ ହଜାର ଟଙ୍କିଆ ନୋଟ ଅଚଳ ପରେ ମଧ୍ୟ ଶତପ୍ରତିଶତ ନୋଟ ଫେରସ୍ତ ସମ୍ଭବ ହୋଇନାହିଁ।
ଏବେ ବି ଲୋକଙ୍କ ପାଖରେ ୯୩୩୦ କୋଟି ଟଙ୍କା ମୂଲ୍ୟର ନୋଟ ଅଛି। ମୋଟ ୨ ହଜାର ଟଙ୍କିଆ ନୋଟ ମଧ୍ୟରୁ ଆରବିଆଇ ମୋଟ ୯୭.୩୮ ପ୍ରତିଶତ ନୋଟ ଫେରସ୍ତ କରିବାରେ ସକ୍ଷମ ହୋଇଛି।