ମନୋରଞ୍ଜନ

ବଲିଉଡ ଅଭିନେତା ଅକ୍ଷୟ କୁମାର ଆଇପିଏଲ ୨୦୨୪ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି

ବଲିଉଡ ଅଭିନେତା ଅକ୍ଷୟ କୁମାର ଆଇପିଏଲ ୨୦୨୪ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଅକ୍ଷୟ ଏହି ଚାରିଟି ଦଳର ନାମ ଦେଇଛନ୍ତି ଯାହା ଚଳିତ ସିଜନରେ ଫାଇନାଲ ଚାରିରେ ପହଞ୍ଚିପାରିବ ଷ୍ଟାର୍‌ ସ୍ପୋର୍ଟସ ସହିତ କଥାବାର୍ତ୍ତା କରୁଥିବାବେଳେ ଅକ୍ଷୟ କୁମାର ଏହି ଚାରିଟି ଦଳର ନାମ ଦେଇଛନ୍ତି ଯାହା ଏହି ସିଜନରେ ପ୍ଲେ ଅଫ ପ୍ରବେଶ କରିପାରିବ। ଅକ୍ଷୟ ପଞ୍ଜାବ କିଙ୍ଗସ ଏବଂ ଆରସିବିର ନାମ ନେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com