ଜାତୀୟ

ଦ ହାଉସିଂ ଆଣ୍ଡ ଲ୍ୟାଣ୍ଡ ରାଇଟ୍ସ ନେଟୱର୍କ ନିକଟରେ ଭାରତର ବସ୍ତି କ୍ଲିୟରାନ୍ସ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି

ଦ ହାଉସିଂ ଆଣ୍ଡ ଲ୍ୟାଣ୍ଡ ରାଇଟ୍ସ ନେଟୱର୍କ ନିକଟରେ ଭାରତର ବସ୍ତି କ୍ଲିୟରାନ୍ସ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ ସରକାରଙ୍କର ବସ୍ତି ଭାଙ୍ଗି ଥଇଥାନ କରିବା ଓ ଉନ୍ନତି ମୂଳକ ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବାକୁ ୨୦୨୨ ତୁଳନାରେ ୨୦୨୩ ରେ ପ୍ରାୟ ଦୁଇଗୁଣ ବୃଦ୍ଧି ହୋଇଥିବା ଦେଖିବା ପାଇଁ ମିଳିଛି ।

ଏହି ରିପୋର୍ଟ ଅନୁସାରେ ୨୦୨୨ ମସିହାରେ ପୂନଃ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ୨୯,୭୬୪ ଘର ଗୁଡିକୁ ଖାଲି କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com