Breaking NewsFeaturedଓଡ଼ିଶା

ରାଜ୍ୟକୁ ଆସିବ ଆଉ ୩୫୦ ଇ-ବସ୍‌‌।

ରାଜ୍ୟକୁ ଆସିବ ଆଉ ୩୫୦ ଇ-ବସ୍‌‌। କଟକ, ଭୁବନେଶ୍ୱର ଓ ରାଉରକେଲାରେ ଏହି ବସ୍‌‌ ସେବା ଯୋଗାଇବ। ସାଧାରଣ ପରିବହନ ସେବା ବୃଦ୍ଧି ଓ ପରିବେଶ ଉପଯୋଗୀ ପଦକ୍ଷେପ ସ୍ୱରୂପ ଓଡ଼ିଶାକୁ ଏହି ବସ୍‌‌ ମିଳିବ।

ପିଏମ୍‌‌-ଇ ବସ୍‌‌ ଯୋଜନାରେ ଏହି ବସ୍‌‌ ରାଜ୍ୟକୁ ମିଳିବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ସମେତ ଦେଶର ୭ଟି ରାଜ୍ୟକୁ ଏହି ବସ୍‌‌ ମିଳିବ।

Related Articles

Back to top button
WP Twitter Auto Publish Powered By : XYZScripts.com