ଓଡ଼ିଶା

ବିଶ୍ୱ ଦେଖିବ ଲୋୟର ସୁକତେଲ କାହାଣୀ

ବିଶ୍ୱ ଦେଖିବ ଲୋୟର ସୁକତେଲ କାହାଣୀ । ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ସାଉଁଟିଛି ଲୋୟର ସୁକତେଲ ପ୍ରକଳ୍ପ। ନ୍ୟାସନାଲ୍ ଜିଓଗ୍ରାଫିର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆସନ୍ତା ଶନିବାର ସନ୍ଧ୍ୟା ୭ଟାରେ ପ୍ରଦର୍ଶିତ ହେବାକୁ ଯାଉଛି ଲୋୟର ସୁକତେଲ କାହାଣୀ।

ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ରୂପାନ୍ତରଣ ପ୍ରକଳ୍ପ ଲୋୟର ସୁକତେଲ ଡ୍ୟାମ।

Related Articles

Back to top button
WP Twitter Auto Publish Powered By : XYZScripts.com