ଅନ୍ୟାନ୍ୟ

ସାଢେ ୯ ଲକ୍ଷ ଟଙ୍କା ଠକେଇ ର ଶିକାର ହେଲେ ଯୁବ ବ୍ୟବସାୟୀ ।

ଅନ୍‌ଲାଇନ ପାର୍ଟ୍ ଟାଇମ୍ ଚାକିରିର ପ୍ରଲୋଭନ ଦେଖାଇ ଲୋକଙ୍କୁ ଦିଆ ଯାଉଛି ଟାସ୍କ । ସାଢେ ୯ ଲକ୍ଷ ଟଙ୍କା ଠକେଇ ର ଶିକାର ହେଲେ ଯୁବ ବ୍ୟବସାୟୀ ।

ଅଭିଯୋଗ ଅନୁସାରେ ବିଭିନ୍ନ ଆଳରେ ଲାଇକ ଓ ରେଟିଙ୍ଗ କରିବାକୁ ଟାସ୍କ ଟାସ୍କ ଦିଆଯାଇଥିଲା । ପଥମେ ୮୦୦ ଓ ପରେ ୧୦ ହଜାର ଡିପୋଜିଟ କରି ୧୩ ହଜାର ଟଙ୍କା ଉଠାଇଥିଲେ ଅଭିଯୋଗକାରୀ।ପରେ ଟଙ୍କା ମିଳିବ ଲୋଭ ଦେଖାଇ ସାଢେ ୯ ଲକ୍ଷ ଟଙ୍କା ଡିପୋଜିଟ କରିଥିଲେ ଅଭିଯୋକାରୀ । ହେଲେ ଟଙ୍କା ନ ମିଳିବାରୁ ଏବେ ସାଇବର ଥାନାର ଦ୍ୱାରସ୍ତ ହୋଇଛନ୍ତି ଅଭିଯୋଗକାରୀ।

Related Articles

Back to top button
WP Twitter Auto Publish Powered By : XYZScripts.com