ଜାତୀୟ

ଗଣତନ୍ତ୍ର ଦିବସ ପରେଡରେ ବାଜି ମାରିଛି ଓଡ଼ିଶା ପ୍ରଜ୍ଞାପନ ମେଢ

ଗଣତନ୍ତ୍ର ଦିବସ ପରେଡରେ ବାଜି ମାରିଛି ଓଡ଼ିଶା ପ୍ରଜ୍ଞାପନ ମେଢ । ଓଡ଼ିଶାର ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ଏହି ପ୍ରଜ୍ଞାପନ ମେଢରେ ଦର୍ଶାଯାଇଥିଲା ।

ତେବେ ଓଡ଼ିଶାର ଏହି ପରମ୍ପରା ଏବଂ ସଂସ୍କୃତି ପରେଡରେ ସାମିଲ ହୋଇଥିବା ଅନ୍ୟ ରାଜ୍ୟମାନଙ୍କୁ ପଛରେ ପକାଇଛି । ତେଣୁ ବିଚାରକ ମଣ୍ଡଳୀ ଦ୍ୱାରା ଦିଲ୍ଲୀର ଗଣତନ୍ତ୍ର ଦିବସ ପରେଡରେ ଓଡ଼ିଶା ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ହାସଲ କରିଛି । ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com