ଅନ୍ୟାନ୍ୟ
ଆଣ୍ଟାର୍କଟିକା ଅଞ୍ଚଳରେ ଅବସ୍ଥିତ ଦକ୍ଷିଣ ଜର୍ଜିଆ ଦ୍ୱୀପରେ ଏକ କିଙ୍ଗ୍ ପେଙ୍ଗୁଇନର ମୃତ୍ୟୁ ଘଟିଛି

ଆଣ୍ଟାର୍କଟିକା ଅଞ୍ଚଳରେ ଅବସ୍ଥିତ ଦକ୍ଷିଣ ଜର୍ଜିଆ ଦ୍ୱୀପରେ ଏକ କିଙ୍ଗ୍ ପେଙ୍ଗୁଇନର ମୃତ୍ୟୁ ଘଟିଛି। ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ଯୋଗୁ ପେଙ୍ଗୁଇନା ମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଉଛି।
ଯଦି ଏହା ନିଶ୍ଚିତ ହୁଏ, ତେବେ ଏହା ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁରେ କିଙ୍ଗ୍ ପେଙ୍ଗୁଇନର ମୃତ୍ୟୁ ଘଟଣା ହେବ । ଆଣ୍ଟାର୍କଟିକାର ଦୁର୍ଗମ ଅଞ୍ଚଳରେ ଏଚ-୫-ଏନ-୧ ବାର୍ଡ ଫ୍ଲୁ ଭୁତାଣୁ ଯୋଗୁ ପେଙ୍ଗୁଇନର ମୃତ୍ୟୁ ହେବାର ଆଶଙ୍କାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେବା ସହିତ ଚିନ୍ତା ପ୍ରକଟ କରିଛନ୍ତି।