ଓଡ଼ିଶା

କଟକ ବିଡ଼ାନାସୀ ପୋଲିସ ହସ୍ପିଟାଲର ଝାଡୁଦାର ଧନୀ ନାୟକଙ୍କୁ ନେଇ ଏବେ ଚର୍ଚ୍ଚା

କଟକ ବିଡ଼ାନାସୀ ପୋଲିସ ହସ୍ପିଟାଲର ଝାଡୁଦାର ଧନୀ ନାୟକଙ୍କୁ ନେଇ ଏବେ ଚର୍ଚ୍ଚା । ଧନୀ ନାୟକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ତାଙ୍କୁ ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ କୁଣ୍ଢେଇ ପକାଇବା ପରେ ଧନୀ ନାୟକ ଭାବବିହ୍ୱଳ ହୋଇପଡିଥିଲେ ।

ଦୀର୍ଘ ବର୍ଷ ଧରି କଟକ ବିଡ଼ାନାସୀ ପୋଲିସ ହସ୍ପିଟାଲର ଝାଡୁଦାର ତଥା ସୁଇପର୍ ଭାବେ ଯୋଗାଇ ଆସୁଥିଲେ ନିରନ୍ତର ସେବା । ଏବେ ଚାକିରୀରୁ ଅବସର ନେଇଛନ୍ତି । ଅବସରକାଳୀନ ସମ୍ବର୍ଦ୍ଧନା ବେଳେ କୋଳେଇ ନେଇ ବିଦାୟ ଜଣାଇଥିଲେ ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ।

Related Articles

Back to top button
WP Twitter Auto Publish Powered By : XYZScripts.com