ଶିକ୍ଷା

ଯୁକ୍ତଦୁଇ ବାର୍ଷିକ ପରୀକ୍ଷାର ଟାଇମ୍ ଟେବୁଲ୍ ଜାରି କରାଯାଇଛି

ଯୁକ୍ତଦୁଇ ବାର୍ଷିକ ପରୀକ୍ଷାର ଟାଇମ୍ ଟେବୁଲ୍ ଜାରି କରାଯାଇଛି । କେଉଁ ଦିନ କେଉଁ ସମୟରେ କେଉଁ ବିଷୟ ପରୀକ୍ଷା ରହିଛି ତାହାକୁ ଛାତ୍ରଛାତ୍ରୀମାନେ ଚେକ୍ କରିପାରିବେ ।

ଫେବୃଆରୀ ମାସ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ରେଗୁଲାର ଓ ଏକ୍ସ-ରେଗୁଲାର ପିଲାଙ୍କ ପାଇଁ ଏହା ସ୍ଥିରୀକୃତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com