ଅନ୍ତର୍ଜାତୀୟ
୨୪ ଫେବୃଆରୀ ୨୦୨୨ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା
୨୪ ଫେବୃଆରୀ ୨୦୨୨ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଯୁଦ୍ଧ ଏବେବି ଚାଲିଛି ଏବଂ ଏହାକୁ ୨ବର୍ଷ ୧୧ ମାସ ୨ ସପ୍ତାହ ୪ ଦିନ ହୋଇସାରିଛି। ଏହି ସମୟ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କୌଣସି ସାକ୍ଷାତକାର ଦେଇନାହାନ୍ତି।
ଏହି ସପ୍ତାହରେ, ସେ ଆମେରିକାର ପ୍ରସିଦ୍ଧ ଖବାଦାତା ଟକର କାର୍ଲସନଙ୍କୁ ଏକ ସାକ୍ଷାତକାର ଦେଇଛନ୍ତି ଯେଉଁଥିରେ ସେ ୟୁକ୍ରେନ ସହିତ ଯୁଦ୍ଧ ଶେଷ କରିବାକୁ ସଙ୍କେତ ଦେଇଛନ୍ତି।