କ୍ରୀଡ଼ା

ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବୀ ଆଇସିସିର ନୂତନ ଦିନିକିଆ ଅଲରାଉଣ୍ଡର ର଼୍ୟାଙ୍କିଂରେ ଶୀର୍ଷସ୍ଥାନ ହାସଲ କରିଛନ୍ତି

ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବୀ ଆଇସିସିର ନୂତନ ଦିନିକିଆ ଅଲରାଉଣ୍ଡର ର଼୍ୟାଙ୍କିଂରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। ଫଳରେ ବାଲାଂଦେଶର ଶାକିବ ଅଲ ହସନଙ୍କ ଦବ୍‌ଦବା ଶେଷ ହୋଇଛି।

ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ୧୩୬ ରନ୍‌ର ସ୍ମରଣୀୟ ଇନିଂସ ଖେଳିବା ପରେ ନବୀ ର଼୍ୟାଙ୍କିଂର ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି। ଫଳରେ ସେ ଦିନିକିଆ ବୋଲର ର଼୍ୟାଙ୍କିଂରେ ଗୋଟିଏ ସ୍ଥାନ ଉପରକୁ ଉଠି ୭ମରେ ପହଞ୍ଚିଛନ୍ତି। ୩୯ ବର୍ଷ ବୟସରେ ସେ ଏହି କାରନାମା କରିଦେଖାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com