ଓଡ଼ିଶା

୨୯ ଫେବୃଆରୀରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୨୯ ଫେବୃଆରୀରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବୃଆରୀରେ ୨୯ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ୨୯ରେ ମୟୂରଭଞ୍ଜ ଗସ୍ତରେ ଯିବେ ରାଷ୍ଟ୍ରପତି ।

ଖିଚିଂର କିଚକେଶ୍ୱରୀ ମନ୍ଦିରରେ କରିବେ ଦର୍ଶନ । ଏନେଇ ରାଷ୍ଟ୍ରପତି ଭବନରୁ ଖିଚିଂର ମା’ କିଚକେଶ୍ୱରୀ ମନ୍ଦିର କାର୍ଯ୍ୟାଳୟକୁ ଇ-ମେଲ ଆସିଛି । ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଚନ୍ତି ଖିଚିଂର ମା’ କିଚକେଶ୍ବରୀ । ମନ୍ଦିର ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ମନ୍ଦିର ପରିଦର୍ଶନରେ ଆସିବା ପାଇଁ ଦିଆ ଯାଇଥିଲା ନିମନ୍ତ୍ରଣ ପତ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com