ଜାତୀୟ

ହାଇଓ୍ବେରେ ଟ୍ରାକ୍ଟର ଏବଂ ଟ୍ରଲି ନେଇ ଯାଇପାରିବେନି, ଏପରି ରାୟ ଦେଇଛନ୍ତି ହାଇକୋର୍ଟ

ହାଇଓ୍ବେରେ ଟ୍ରାକ୍ଟର ଏବଂ ଟ୍ରଲି ନେଇ ଯାଇପାରିବେନି, ଏପରି ରାୟ ଦେଇଛନ୍ତି ହାଇକୋର୍ଟ। ବିଭିନ୍ନ ଦାବି ନେଇ ଦିଲ୍ଲୀ ବାହାରିଥିବା ଚାଷୀଙ୍କ ଉପରେ ବର୍ଷିଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ।

ମଙ୍ଗଳବାର ହାଇକୋର୍ଟ କହିଛନ୍ତି, ଚାଷୀମାନେ ଏଭଳି ହାଇଓ୍ବେରେ ଟ୍ରାକ୍ଟର ଏବଂ ଟ୍ରଲି ନେଇ ଯାଇପାରିବେନି। ଶୁଣାଣି ସମୟରେ କୋର୍ଟ ମୋଟର ଯାନ ଆକ୍ଟର ଉଲ୍ଲେଖ କରିଛନ୍ତି। ଏହା ସହ ପଞ୍ଜାବ ସରକାରଙ୍କୁ ଆଦେଶ ଦେଇଛନ୍ତି ଯେ, ବଡ଼ ସଂଖ୍ୟାରେ ଲୋକଙ୍କୁ ଏକାଠି ନ ହେବାକୁ ଦିଆଯାଉ।

Related Articles

Back to top button
WP Twitter Auto Publish Powered By : XYZScripts.com