ଓଡ଼ିଶା

ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଉତ୍ପାତ କମାଇବା ପାଇଁ ପଦକ୍ଷେପ ନେଉଛି କମିଶନରେଟ ପୋଲିସ

ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଉତ୍ପାତ କମାଇବା ପାଇଁ ପଦକ୍ଷେପ ନେଉଛି କମିଶନରେଟ ପୋଲିସ । ରସ୍ତାରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ସାବାଡ଼ କରିବା ପାଇଁ ଭୁବନେଶ୍ୱର କମିଶନରେଟ ପୋଲିସ କଡ଼ା ଚେକିଙ୍ଗ ଆରମ୍ଭ କରିଛି ।

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ କମିଶନରେଟ ପୋଲିସ ପକ୍ଷରୁ ମଦ୍ୟପ ଡ୍ରାଇଭରଙ୍କୁ ସାବାଡ଼ କରିବାକୁ ଚେକିଂ ଜାରି ରହିଛି । ଡିସିପିଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ଏହି ଚେକିଙ୍ଗ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com