ଅନ୍ତର୍ଜାତୀୟ

ଗ୍ଲୋବାଲ ରିଟେଲ ଡେଭଲପମେଣ୍ଟ ଇଣ୍ଡେକ୍ସରେ ସାଉଦି ଆରବ ତୃତୀୟ ସ୍ଥାନରେ ପହଞ୍ଚିଛି

ଗ୍ଲୋବାଲ ରିଟେଲ ଡେଭଲପମେଣ୍ଟ ଇଣ୍ଡେକ୍ସରେ ସାଉଦି ଆରବ ତୃତୀୟ ସ୍ଥାନରେ ପହଞ୍ଚିଛି । ସେ ୯ ଟି ସ୍ଥାନ ଉପରକୁ ଉନ୍ନୀତ ହୋଇଛି । କେବଳ ଅନଲାଇନ୍ କାରବାର ହେତୁ ଏହା ଘଟିଛି ବୋଲି ଜଣାପଡିଛି ।

ଏକ ଆମେରିକୀୟ ଫାର୍ମର ଏକ ସର୍ଭେରେ ଏହି ସୂଚନା ସାମ୍ନାକୁ ଆସିଛି । ଅନଲାଇନ୍ କାରବାର ଉପରେ ମୋଦୀ ସରକାର ସଦାବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ସରକାର ଏହାକୁ ବହୁତ ପ୍ରୋତ୍ସାହିତ କରୁଛନ୍ତି । ବିଶେଷକରି ବିମୁଦ୍ରୀକରଣ ପରେ ଏହା ବହୁତ ବୃଦ୍ଧି ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com