ରାଜନୀତି

ବାଚସ୍ପତିଙ୍କ ଦ୍ଵାରା ଅଯୋଗ୍ୟ ଘୋଷିତ ୬ କଂଗ୍ରେସ ବିଧାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି

ହିମାଚଳ ରାଜନୀତିରେ ତେଜିଲା ବିବାଦ। ବାଚସ୍ପତିଙ୍କ ଦ୍ଵାରା ଅଯୋଗ୍ୟ ଘୋଷିତ ୬ କଂଗ୍ରେସ ବିଧାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ଯାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହୋଇଛନ୍ତି ୬ ବିଧାୟକ।

କଂଗ୍ରେସର ୬ ବିଧାୟକ ସୁଧୀର ଶର୍ମା, ରବି ଠାକୁର, ରାଜିନ୍ଦର ରାଣା, ଇନ୍ଦର ଦତ୍ତ ଲଖନପାଲ, ଚେତନ୍ଯ ଶର୍ମା ଓ ଦେବିନ୍ଦର କୁମାର ଭୁଟ୍ଟୋଙ୍କୁ ଦଳ ବିରୋଧୀ କାର୍ଯ୍ୟଲାଗି ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି।

Related Articles

Back to top button
WP Twitter Auto Publish Powered By : XYZScripts.com