ଓଡ଼ିଶା

ପୁଣି ଥରେ ଖଣି ଦୁର୍ନୀତି ମାମଲାରେ ଇଡିର ବଡ଼ ଧରଣର ରେଡ୍

ପୁଣି ଥରେ ଖଣି ଦୁର୍ନୀତି ମାମଲାରେ ଇଡିର ବଡ଼ ଧରଣର ରେଡ୍ । ଭୁବନେଶ୍ୱର, ବଡ଼ବିଲ୍, ରାଉରକେଲା ସମେତ ରାଜ୍ୟର ୧୨ରୁ ଅଧିକ ଅଞ୍ଚଳରେ ଚଢ଼ାଉ ହୋଇଛି ।

ସେହିପରି କୋଲକାତାରେ ବି ଯାଞ୍ଚକୁ ବଢ଼ାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି । ଚଢ଼ଉ ହୋଇଥିବା ଦୁଇ ସଂସ୍ଥା ହେଲେ ଦୀପକ ଷ୍ଟିଲ୍ ଆଣ୍ଡ ପାୱାର, ସ୍ନେହାପୁଷ୍ପ ମାର୍କେଟିଂ ଲିମିଟେଡ୍ । କିଛି ଚାଟାର୍ଡ ଆକାଟାଣ୍ଟ୍ ଘରେ ବି ଚଢ଼ାଉ ହୋଇଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com