ଜାତୀୟ

ଦୂର ଦର୍ଶନ ନ୍ୟାସନାଲ୍ ଏବେ ପ୍ରତ୍ୟେକ ଦିନ ସକାଳ ୬:୩୦ ରେ ଅଯୋଧ୍ୟାରେ ଥିବା ରାମଲାଲା ମନ୍ଦିରରୁ ଭବ୍ୟ ଆରତୀକୁ ସିଧା ପ୍ରସାରଣ କରିବ

ଦୂର ଦର୍ଶନ ନ୍ୟାସନାଲ୍ ଏବେ ପ୍ରତ୍ୟେକ ଦିନ ସକାଳ ୬:୩୦ ରେ ଅଯୋଧ୍ୟାରେ ଥିବା ରାମଲାଲା ମନ୍ଦିରରୁ ଭବ୍ୟ ଆରତୀକୁ ସିଧା ପ୍ରସାରଣ କରିବ ।

ଏଣିକି ପ୍ରତ୍ୟେକ ଦିନ ଭକ୍ତମାନେ ଭଗବାନ ରାମଲାଲାଙ୍କ ଐଶ୍ୱରୀୟ ଦର୍ଶନ ପାଇପାରିବେ । ତେବେ ଜାନୁଆରୀ ୨୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିଲେ । ପ୍ରତିଦିନ ହଜାର ହଜାର ଭକ୍ତ ମନ୍ଦିରରେ ପହଞ୍ଚନ୍ତି ଏବଂ ରାମଲାଲାର ଦର୍ଶନ କରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com