ଓଡ଼ିଶା

ବରକୁ ଉଠାଇନେଲା ପୁଲିସ

ବରକୁ ଉଠାଇନେଲା ପୁଲିସ । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହିରେ ବରଯାତ୍ରୀ ଯାଉଥିବା ବେଳେ ଘଟିଛି ଏଭଳି ଘଟଣା । ପ୍ରେମିକାର ଏତଲା ଆଧାରରେ ବରକୁ ଉଠାଇ ନେଇଛି ପୁଲିସ ।

ସଲଙ୍ଗାବୁଡ଼ ଗାଁର ସଞ୍ଜୁ କେର୍କେଟାଙ୍କୁ ଭଲ ପାଉଥିଲେ ବାମଡ଼ା ଖୋଖୋପଡ଼ାର ବିଷ୍ଣୁ ପିଙ୍ଗ । ଉଭୟଙ୍କର ଗୋଟିଏ ଶିଶୁକନ୍ୟା ମଧ୍ୟ ରହିଛି । ଏହାସତ୍ୱେ ବିଷ୍ଣୁ, ସଂଜୁଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କରିବାକୁ ଯାଉଥିଲେ । ବିବାହ ହେଉଥିବା ଖବର ପାଇ ଥାନାରେ ଏତଲା ଦେଇଥିଲେ ସଂଜୁ ।

Related Articles

Back to top button
WP Twitter Auto Publish Powered By : XYZScripts.com