କ୍ରୀଡ଼ା

ଆଇପିଏଲ ୨୦୨୪ ଆରମ୍ଭର ଠିକ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି

ଆଇପିଏଲ ୨୦୨୪ ଆରମ୍ଭର ଠିକ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ର ୧୭ତମ ସିଜନ ପାଇଁ ସିଏସକେ ଦଳର କ୍ୟାପେଟେନ ଋତୁରାଜ ଗାୟକୱାଡ ହୋଇଛନ୍ତି।

ଏହାର ଅର୍ଥ ଏମଏସ ଧୋନି ଚଳିତ ସିଜନରେ ଚେନ୍ନାଇର ଅଧିନାୟକ ନଜର ଆସିବେ ନାହିଁ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଚେନ୍ନାଇକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସାମ୍ନା କରିବାକୁ ପଡିବ।

Related Articles

Back to top button
WP Twitter Auto Publish Powered By : XYZScripts.com