ଓଡ଼ିଶା

ଏଣିକି ଘରୋଇ ସ୍କୁଲରେ ମାଗଣାରେ ପଢିବେ ଗରିବ ମେଧାବୀ ପିଲା

ଏଣିକି ଘରୋଇ ସ୍କୁଲରେ ମାଗଣାରେ ପଢିବେ ଗରିବ ମେଧାବୀ ପିଲା । ଏଥିପାଇଁ ୧୭ ହଜାର ୨୩୫ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଆରଟିଇ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଦରଖାସ୍ତ ହୋଇଥିଲା ।

୩୦ ହଜାରରୁ ଅଧିକ ପିଲା ଏଥିପାଇଁ ଦରଖାସ୍ତ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୧୭ ହଜାରରୁ ଅଧିକ ପିଲା ଚୟନ ହୋଇଛନ୍ତି। ଆରଟିଇ ବା ଶିକ୍ଷା ଅଧିକାରରେ ୨୫ ପ୍ରତିଶତ ମାଗଣା ସିଟରେ ପାଠପଢିବା ଲାଗି ସୁଯୋଗ ପାଇବେ।

Related Articles

Back to top button
WP Twitter Auto Publish Powered By : XYZScripts.com