ରାଜନୀତି

ବିଜେପି ନେତା ବରୁଣ ଗାନ୍ଧୀଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେଇନି

ଟିକେଟ ମିଳିଲାନି କିନ୍ତୁ ପ୍ରଚାର କରିବେ । ବିଜେପି ନେତା ବରୁଣ ଗାନ୍ଧୀଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେଇନି ଦଳ କିନ୍ତୁ ଚର୍ଚ୍ଚା ହେଉଛି ଯେ ମା ମାନେକା ଗାନ୍ଧୀଙ୍କ ପାଇଁ ସେ କରିବେ ପ୍ରଚାର ।

ବରୁଣଙ୍କ ଅପେକ୍ଷା ମାନେକାଙ୍କ ଉପରେ ଅଧିକ ବିଶ୍ୱାସ ପ୍ରକାଶ କରି ଦଳ ଟିକେଟ ଦେଇଛି । ଚର୍ଚ୍ଚା ହେଉଥିଲା ବରୁଣ ହୁଏତ ନିର୍ଦଳୀୟ ଭାବେ ନିର୍ବାଚନ ଲଢ଼ିପାରନ୍ତି । ଏପରି ସମୟରେ ତାଙ୍କୁ କଂଗ୍ରେସରୁ ମିଶିବା ପାଇଁ ପ୍ରସ୍ତାବ ମଧ୍ୟ ଆସିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com