ଜାତୀୟ

ଉତ୍ତରାଖଣ୍ଡରେ ଥିବା ନାନକମାତା ସାହିବ ଗୁରୁଦ୍ୱାରର ଡେରା କରସେବା ମୁଖ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି

ଉତ୍ତରାଖଣ୍ଡରେ ଥିବା ନାନକମାତା ସାହିବ ଗୁରୁଦ୍ୱାରର ଡେରା କରସେବା ମୁଖ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଧର୍ମପୀଠ ପରିସରରେ ହିଁ ଦୁଇ ଜଣ ବାଇକଧାରୀ ଦୁର୍ବୃତ୍ତ ତାଙ୍କୁ ଗୁଳି କରିଛନ୍ତି।

ଗୁଳିମାଡ଼ ପରେ ବାବା ତରସେମ ସିଂହଙ୍କୁ ତୁରନ୍ତ ଖାତିମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଉଧମ ସିଂହ ନଗରର ଏସଏସପି ମଞ୍ଜୁ ନାଥ ସୂଚନା ଦେଇଛନ୍ତି।

Related Articles

Back to top button