ମନୋରଞ୍ଜନ

ସେଲିବ୍ରିଟି ସେଫ କୁନାଲ କପୁରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି

ସେଲିବ୍ରିଟି ସେଫ କୁନାଲ କପୁରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିବାହର ୧୬ବର୍ଷ ପରେ ଛାଡ଼ପତ୍ର ଦେଇ ସେ ସ୍ତ୍ରୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି।

ସେଫ କୁନାଲ କପୁର ୨୦୦୮ରେ ଏକତା କୁପରଙ୍କୁ ବିବାହ କରିଥିଲେ। ବିବାହର ଚାରିବର୍ଷ ପରେ ୨୦୧୨ରେ କୁନ‌ାଲ ପୁତ୍ର ସନ୍ତାନର ବାପା ହୋଇଥିଲେ। ଏହାପରେ ସ୍ବାମୀ-ସ୍ତ୍ରୀ ସମ୍ପର୍କ‌ରେ ତିକ୍ତତା ଦେଖା ଦେଇଥିଲା।

Related Articles

Back to top button