ଅନ୍ୟାନ୍ୟ

ପତ୍ନୀ ମାୟାଙ୍କର ରିଲ୍ସ କରିବାର ସଉକ ଥିଲା

ପତ୍ନୀ ମାୟାଙ୍କର ରିଲ୍ସ କରିବାର ସଉକ ଥିଲା । ହେଲେ ଏଥିରେ ଦର୍ଶକଙ୍କ ଅଶ୍ଳିଳ କମେଣ୍ଟସ୍ ସ୍ୱାମୀ ସିଦ୍ଧାର୍ଥଙ୍କୁ ପସନ୍ଦ ନଥିଲା । ସେ ରିଲ୍ସ ନକରିବାକୁ ମାୟାଙ୍କୁ ବାରମ୍ବାର ମନା କରିଥିଲେ ବି ସେ ମାନିନଥିଲେ ।

ଏହି ଘଟଣାରେ ସିଦ୍ଧାର୍ଥ ମାନସିକ ସନ୍ତୁଳନ ହରାଇବା ସହ ଲାଇଭ କରି ଅଶ୍ଳିଳ କମେଣ୍ଟ କରୁଥିବା ଦର୍ଶକଙ୍କୁ ଠିକଣା ଜବାବ ଦେଇଥିଲେ । ଏହାପରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com