ଅନ୍ୟାନ୍ୟ

ଫେରିଲେ ସାମ୍‌ ଅଲଟମ୍ୟାନ

କମ୍ପାନୀକୁ ବହିଷ୍କାର ହେବାର ସପ୍ତାହେ ନପୁରୁଣୁ ପୁଣି ଥରେ କମ୍ପାନୀକୁ ଫେରିଛନ୍ତି ଓପନଏଆଇର ସିଇଓ ସାମ୍‌ ଅଲଟମ୍ୟାନ। ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ସାମ୍‌ ସିଇଓ ଓ ଗ୍ରେଗ୍‌ ବ୍ରାକମ୍ୟାନ ପ୍ରେସିଡେର୍ଟ ଭାବେ ପୁରି ଥରେ କମ୍ପାନୀକୁ ଫେରୁଛନ୍ତି। ଏଥିପାଇଁ ଏକ ନୂଆ ବୋର୍ଡ ଗଠନ କରାଯାଇଛି। ଏପରିକି ସତ୍ୟା ନାଡେଲା ଏସମ୍ପର୍କରେ ଟ୍ବିଟ୍‌ କରିଥିଲେ। ତେବେ ସାମ୍‌ ଏ ବିଷୟରେ ମଧ୍ୟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com