ରାଜନୀତି

ଲୋକସଭା ନିର୍ବାଚନ ପାଇଁ ପୁଣି ଏକ ବଡ଼ ଘୋଷଣା କରିଛନ୍ତି ଭୋଜପୁରୀ ଷ୍ଟାର ପୱନ ସିଂହ

ଲୋକସଭା ନିର୍ବାଚନ ପାଇଁ ପୁଣି ଏକ ବଡ଼ ଘୋଷଣା କରିଛନ୍ତି ଭୋଜପୁରୀ ଷ୍ଟାର ପୱନ ସିଂହ । ନିର୍ବାଚପ ଲଢିବା ପାଇଁ ପ୍ରଥମେ ମନା କରୁଥିବା ବେଳେ ବର୍ତ୍ତମାନ ରାଜନୀତି ମଇଦାନକୁ ମନ ବଳାଇଛନ୍ତି ପୱନ ।

ଆସନ୍ତା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟି ତରଫରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ବୋଲି ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ପୂର୍ବରୁ ବିଜେପି ତାଙ୍କୁ ସାଂସଦ ପ୍ରାର୍ଥୀ ଭାବରେ ଟିକେଟ ଦେଇଥିଲେ ମଧ୍ୟ ସେ ଏଥିରୁ ଓହରି ଯାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com