କ୍ରୀଡ଼ା

ଆଇପିଏଲ ଇତିହାସର ବିରଳ ରେକର୍ଡ କ୍ଲବରେ ନିଜକୁ ସାମିଲ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ

ଆଇପିଏଲ ଇତିହାସର ବିରଳ ରେକର୍ଡ କ୍ଲବରେ ନିଜକୁ ସାମିଲ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ। ସେ ତୃତୀୟ ସର୍ବକନିଷ୍ଠ ଖେଳାଳି ଭାବେ ଆଇପିଏଲରେ ୩ ହଜାର ରନ ପୂରଣ କରିଛନ୍ତି।

ମାର୍କସ ଷ୍ଟୋଇନିସଙ୍କ ଶେଷ ବଲରେ ଚୌକା ମାରିବା କ୍ଷଣି ଆଇପିଏଲ କ୍ୟାରିୟରରେ ୩ ହଜାର ରନ ପୂରଣ କରିଥିଲେ। ୨୬ ବର୍ଷ ଓ ୧୯୧ ଦିନ ବୟସରେ ପନ୍ତ ୩ ହଜାର ରନ ପୂରଣ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com