କ୍ରୀଡ଼ା

କୋଲକାତା ଏବଂ ମୁମ୍ବାଇକୁ ମାତ୍ ଦେଇ ପଏଣ୍ଟ ଟେବୁଲରେ ଗୋଟିଏ ପାଦ ଉପରକୁ ଆସିଛି ସିଏସକେ

କୋଲକାତା ଏବଂ ମୁମ୍ବାଇକୁ ମାତ୍ ଦେଇ ପଏଣ୍ଟ ଟେବୁଲରେ ଗୋଟିଏ ପାଦ ଉପରକୁ ଆସିଛି ସିଏସକେ । ତେବେ ଏହାମଧ୍ୟରେ ଚେନ୍ନାଇକୁ ଆଉ ଏକ ଖୁସି ଖବର ମିଳିଛି ।

ଦଳର ଷ୍ଟାର ଖେଳାଳିଙ୍କୁ ଆଉ ଗୋଟିଏ ମ୍ୟାଚ ଖେଳିବା ପାଇଁ ଅନୁମତି ଦେଇଛି ନେସନାଲ କ୍ରିକେଟ ବୋର୍ଡ । ମେ’ ୧ ତାରିକରେ ହେବାକୁ ଥିବା ମ୍ୟାଚରେ ଉପଲବ୍ଧ ରହିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ମୁସ୍ତାଫିଜୁର ରହମାନଙ୍କୁ ଅନୁମତି ଦେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com