ମନୋରଞ୍ଜନରାଜନୀତି

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ତାଙ୍କ ଘରକୁ ଯାଇ ଭେଟିଛନ୍ତି ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ତାଙ୍କ ଘରକୁ ଯାଇ ଭେଟିଛନ୍ତି ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଦୁଇ ଦିନ ତଳେ ସଲମାନଙ୍କ ବାନ୍ଦ୍ରା ସ୍ଥିତି ବାସଭବନ ବାହାରେ ୨ ଜଣ ବ୍ୟକ୍ତି ୫ ରାଉଣ୍ତ ଗୁଳି ମାଡ଼ କରିଥିଲେ।

ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ସଲମାନଙ୍କ ସୁରକ୍ଷା ବଢ଼ାଇଥିଲେ ସରକାର। ଏହାପରେ ନିଜେ ମୁଖ୍ୟମନ୍ତ୍ରୀ ସିନ୍ଦେ ସଲମାନଙ୍କ ଘରେ ପହଞ୍ଚି ତାଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com