ମନୋରଞ୍ଜନ

ବଲିଉଡର ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରୁ ଜଣେ ହେଲେ ସୁଖବିନ୍ଦର ସିଂ

ବଲିଉଡର ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରୁ ଜଣେ ହେଲେ ସୁଖବିନ୍ଦର ସିଂ | ବଲିଉଡକୁ ଅନେକ ହିଟ ଗୀତ ଦେଇଥିବା ସୁଖବିନ୍ଦର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି |

ତାଙ୍କୁ ଏବେ ୫୨ବର୍ଷ ବୟସ ହୋଇଥିବା ବେଳେ ସେ ବିବାହ କରିବାକୁ ଯାଉଥିବା ସାମ୍ନାକୁ ଆସିଛି | ୫୨ବର୍ଷ ହେଲାଣି ଏକା ଥିବା ସୁଖବିନ୍ଦର ଏବେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି କୁହାଯାଉଛି |

Related Articles

Back to top button
WP Twitter Auto Publish Powered By : XYZScripts.com