ରାଜନୀତି

ଅତାବିରା ବିଜେପି ପ୍ରାର୍ଥୀଙ୍କୁ ବିରୋଧ କଲେ ଦଳୀୟ କର୍ମକର୍ତ୍ତା

ଅତାବିରା ବିଜେପି ପ୍ରାର୍ଥୀଙ୍କୁ ବିରୋଧ କଲେ ଦଳୀୟ କର୍ମକର୍ତ୍ତା। ଅତାବିରା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କୁ ବିରୋଧ ବଢ଼ିବାରେ ଲାଗିଛି।

ଅତାବିରା ବ୍ଳକ ରେଙ୍ଗାଲି କ୍ୟାମ୍ପ ଛକରେ ବିଜେପି ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କୁ ବିଜେପି କର୍ମକର୍ତ୍ତାମାନେ ବିରୋଧ କରିଥିଲେ। ସେମାନେ ରେଙ୍ଗାଲି କ୍ୟାମ୍ପ ଛକରେ ବସି ରହି ଖୋଲାଖୋଲି ବିରୋଧ କରୁଥିବା ଦେଖିବାକୁ ମିଳିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com