ଜାତୀୟ
ସାଇବର କ୍ରାଇମ ରୋକିବାକୁ ନୂଆ ଯୋଜନା
![](https://i0.wp.com/odia.mobilenews24x7.com/wp-content/uploads/2024/04/04.jpg?resize=300%2C168&ssl=1)
ସାବାଡ଼ ହେବେ ଅଦୃଶ୍ଯ ଠକ । ସାଇବର କ୍ରାଇମ ରୋକିବାକୁ ନୂଆ ଯୋଜନା । NCRP ସହ ଯୋଡ଼ିହେବ ବ୍ୟାଙ୍କ ର APR ସିଷ୍ଟମ । ଟଙ୍କା ଠକିବାକୁ ଚେଷ୍ଟାକଲେ ବ୍ଯାଙ୍କକୁ ଆସିବା ସୂଚନା ।
ଅନଲାଇନ ବ୍ୟାଙ୍କ ଠକେଇ ରୋକିବାକୁ ପ୍ରସ୍ତୁତ ହେଉଛି ନୂଆ ଯୋଜନା । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଥିବା NCRP ନ୍ଯାସନାଲ ସାଇବରକ୍ରାଇମ ରୋପୋର୍ଟିଂ ପୋର୍ଟାଲ ସହିତ ବ୍ୟାଙ୍କ ଗୁଡିକର APR ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟରଫେସକୁ ଯୋଡିବାକୁ ପ୍ରସ୍ତାବ ଦିଆଯାଇଛି।