ଜାତୀୟ
ଗ୍ୱାଲିୟରରେ ଜଣେ ହିନ୍ଦୁ ଯୁବତୀ ଲଭ୍ ଜିହାଦର ଶିକାର ହୋଇଛନ୍ତି
ମଧ୍ୟପ୍ରଦେଶରୁ ଆସିଛି ଏକ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଗ୍ୱାଲିୟରରେ ଜଣେ ହିନ୍ଦୁ ଯୁବତୀ ଲଭ୍ ଜିହାଦର ଶିକାର ହୋଇଛନ୍ତି ।
ଯୁବତୀଙ୍କୁ ଜଣେ ଯୁବକ ୩ ବର୍ଷ ଧରି ଶାରୀରକ ଶୋଷଣ କରିବା ସହିତ ମାରପିଟ୍ କରିଥିବା ନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।