Featuredଓଡ଼ିଶାରାଜନୀତି

ଉତ୍କଳ-କଳିଙ୍ଗ-କୋଶଳ-ଓଡ଼ିଶାରେ ଜୟନାରାୟଣ ନିଆଁ

ଭୁବନେଶ୍ୱର: ମୁହଁ ଖୋଲିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଓଡ଼ିଶା-ଉତ୍କଳକୁ ନେଇ ଦେଲେ ଆଉ ଏକ ବଡ଼ ବୟାନ । କହିଲେ ମୁଁ ନିଜ ଷ୍ଟାଣ୍ଡକୁ ପରିବର୍ତ୍ତନ କରିବି ନାହିଁ । ନିଜ ପ୍ରତିକି୍ରୟାରେ କହିଛନ୍ତି ଯେ, ‘କାହିଁକି ବନ୍ଦେ ଉତ୍କଳ ଜନନୀ ଗାଇବେ? ବନ୍ଦେ ଓଡିଶା ଜନନୀ ଗାଇଲେ ମୋର କିଛି ଆପତ୍ତି ନାହିଁ ।’ କିଛି ଏଭଳି କହି ଉତ୍କଳ ଏବଂ କୋଶଳ ଓ କଳିଙ୍ଗ ପ୍ରସଙ୍ଗ ଉଠାଇଥିବା ଜୟନାରାୟଣ ଏବେ ଏନେଇ ସ୍ପଷ୍ଟିକରଣ ଦେଇଛନ୍ତି । କହିଛନ୍ତି, ମୁଁ ବିଭାଜନ ନେଇ କୌଣସି କଥା କହିନାହିଁ । ମୁଁ କେବଳ ଯୁକ୍ତି କରିଛି, କାହିଁକି କେବଳ ଉତ୍କଳର ଜୟଗାନ ହେବ, ଆଉ କୋଶଳ ଏବଂ କଳିଙ୍ଗର ହେବ ନାହିଁ ବୋଲିଟ୍ଟ ।

Related Articles

Back to top button
WP Twitter Auto Publish Powered By : XYZScripts.com