Breaking NewsFeaturedଓଡ଼ିଶାଶିକ୍ଷା
ଓଜେଏସ-୨୦୨୩ର ଫଳ ପ୍ରକାଶ; ସୋମେଶ ରଣବିଜୁଳି ଟପ୍ଟର

କଟକ: ପ୍ରକାଶ ପାଇଲା ଓଜେଏସ ରେଜଲ୍ଟ । ଓଜେଏସ-୨୦୨୩ର ଫଳାଫଳ ସାମ୍ନାକୁ ଆସିବା ପରେ ଏବେ କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଛି । ଏଥିରେ ମୋଟ ପରୀକ୍ଷାତ୍ରୀଙ୍କ ମଧ୍ୟରୁ ୩୩ ଜର ସଫଳ ହୋଇଛନ୍ତି । ତେବେ ସୋମେଶ ରଣବିଜୁଳି ଓଜେଏସ-୨୦୨୩ର ଟପ୍ଟର ହୋଇଥିବା ସୂଚନା ରହିଛି ।
ଦ୍ୱିତୀୟ ସ୍ଥାନରେ ଅରୁଣିମା ପତି ଓ ପାୟଲ ଆତା ରହିଛନ୍ତି । ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ବା ଓପିଏସସି ପକ୍ଷରୁ ଏହି ପରୀକ୍ଷା ଅୟୋଜିତ କରାଯାଇଥିଲା ।