Breaking NewsFeaturedଓଡ଼ିଶାରାଜନୀତି

ଘଣ୍ଟ ବଜାଇଲେ, ବଇଁଶୀ ଫୁଙ୍କିଲେ; କଂଗ୍ରେସ ଓ ବିଜେଡିର ବିରୋଧରେ ଗୃହ ହେଲା ମୁଲତବୀ

ଭୁବନେଶ୍ୱର: ପୁଣି ଆରମ୍ଭରୁ ହଙ୍ଗାମା । କଂଗ୍ରେସ ଓ ବିଜେଡିର ପ୍ରତିବାଦରେ ମୁଲତବୀ ହେଲା ଗୃହ । ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କଲେ ବାଚସ୍ପତିି । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ଗର୍ଜିଲା କଂଗ୍ରେସ । ପୂର୍ବଥର ପରି ଘଣ୍ଟ ବଜାଇ ବଇଁଶୀ ଫୁଙ୍କି ନାରାବାଜି କଲେ ବିରୋଧୀ ସଦସ୍ୟ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଲା । ଅସ୍ୱାଭାବିକ ପରିବେଶରେ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ ।

Related Articles

Back to top button
WP Twitter Auto Publish Powered By : XYZScripts.com