ଜାତୀୟଜୀବନଶୈଳୀ

ଇଣ୍ଡିଗୋ ବିମାନ ଉଡାଣ ଗୁରୁତର ପ୍ରଭାବିତ

ଭୁବନେଶ୍ୱର,ପୁରା ଦେଶରେ ଏୟାରପୋର୍ଟ ଗୁଡ଼ିକରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି।

ନୂଆ ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ୍ ଯୋଗୁଁ କ୍ରିଉ ସଦସ୍ୟଙ୍କ ଅଭାବ, ସିଷ୍ଟମରେ ସ୍ଲୋଡାଉନ୍ ଯୋଗୁଁ ଏଭଳି ସ୍ଥିତି ଉପୁଜୁଛି। ବିମାନ କମ୍ପାନୀ ଏହି ଅଘଟଣ ପାଇଁ କ୍ଷମା ପ୍ରାର୍ଥନା କରିଛି।

ଶୁକ୍ରବାର ପର୍ଯ୍ୟନ୍ତ ଆହୁରି ବାତିଲ ପାଇଁ ପ୍ରସ୍ତୁତ ରହିବାକୁ ଯାତ୍ରୀମାନଙ୍କୁ ସତର୍କ କରାଯାଇଛି।

ଏପଟେ ଭୁବନେଶ୍ୱର ବିମାନବନ୍ଦରରେ ବି ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଏକାଧିକ ବିମାନ ଉଡ଼ାଣ ବିଳମ୍ବ ଏବଂ କିଛି ବିମାନକୁ ବାତିଲ କରାଯାଇଛି।ଦୁଇ ଦିନରେ ପ୍ରାୟ ୨୦୦ ବିମାନ ବାତିଲ ହୋଇଛି।

Related Articles

Back to top button